X
GO
Annual Day 2017 and Inaugural Ceremony
Aswini
/ Categories: Annual Day

Annual Day 2017 and Inaugural Ceremony

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆମ ବିନିକାସ୍ଥିତ ଗୁରୁକୁଳରେ ତା୧୦.୦୪.୨୦୧୭ରିଖରେ ବାର୍ଷିକୋତ୍ସବ୨୦୧୭ର ଆୟୋଜନ କରାଯାଇଥିଲା I ଯେଉଁଥିରେ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇ ପାରିଥିଲେ I ବିଦ୍ୟାର୍ଥୀମାନେ ଓଡିଶା ରାଜ୍ୟ ଓ ଭାରତର ବିଭିନ୍ନ ରାଜ୍ୟରେ ପ୍ରଚଳିତ ପ୍ରଥା, ସଂସ୍କୃତି, ଲୋକନୃତ୍ୟ, ଚାଲିଚଲଣିକୁ ନେଇ ନୃତ୍ୟ ପରିବେଷଣ ସହ ଗୁରୁକୁଲରେ ମିଳୁଥିବା ସୁସଂସ୍କାର (ବାଳସଂସ୍କାର, ମାତୃ-ପିତୃ ପୂଜନ, ଯୋଗାସନ, ପିରମିଡ଼ ଆଦି)ର ପ୍ରଦର୍ଶନ ମାତା-ପିତା ଓ ଦର୍ଶକମାନଂକୁ ବହୁତ ପ୍ରସନ୍ନତା ପ୍ରଦାନ କରି ପାରିଥିଲା  I ଏ ବର୍ଷ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିରୁପେ ଶ୍ରୀମାନ୍ ଦାଶରଥୀ ସତପଥୀ (Collector,  Subarnapur), ଶ୍ରୀମାନ ପଦ୍ମନାଭ ବେହେରା (MLA, Birmharajpur Constituency), ଶ୍ରୀମାନ ଘନଶ୍ୟାମ ସାହୁ (BEO, Binka) ଆସିଥିଲେ I ଗୁଲୁଣ୍ଡାସ୍ଥିତ ନୁଆଁ ଗୁରୁକୁଲ ଗୃହର ଶୁଭାରମ୍ଭ  ତା୧୦.୦୪.୨୦୧୭ରିଖରେ ମାନ୍ୟବର ବିଧୟକ ଓ ଜିଲ୍ଲାପାଳଙ୍କ କରକମଳରେ ହୋଇଥିଲା I


 

Previous Article Excursion
Next Article Holiday List 2016-17
Print
395 Rate this article:
5.0

Please login or register to post comments.

Binka Latest Updates